Odisha Breaking News, Latest News, Weather Updates, Odisha News Live | Sambhab Times & : National
ଅକ୍ଟୋବର ୧ ରୁ ବଦଳିବ ଟ୍ରେନ ବୁକିଂ ନିୟମ
ବଡ଼ ଧରଣର ମାଓ ଆକ୍ରମଣ, ୯ ଯବାନ ଶହୀଦ ଦେଶ&ବିଦେଶ
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଙ୍କୁ ଗିରଫ କଲା ଇ ଡି।
ଆଜିର ଖବର
୧-ଦିଲ୍ଲୀରେ ବିଜେପି ନେତାଙ୍କ ଘନଘନ ବୈଠକ, ନିଷ୍ପତ୍ତି ନେବେ ଶାହା, ଆନ୍ଧ୍ର ଢାଞ୍ଚାରେ ଓଡ଼ିଶା ମେଣ୍ଟ !
୨-ଜିଲ୍ଲାପାଳ ଓ ଏସ୍ପିଙ୍କ ସହ ସିଇଓଙ୍କ ସମୀକ୍ଷା:ପ୍ରତି ବିଧାନସଭା ମଣ୍ଡଳୀରେ ୨୦% ଆଦର୍ଶ ମତଦାନ କେନ୍ଦ୍ର।
୩-ସରପଞ୍ଚ ପାଇବେ ୧୦ ହଜାର, ଜିଲ୍ଲା ପରିଷଦ ସଭାପତିଙ୍କୁ ମିଳିବ ୩୦ ହଜାର । ପଞ୍ଚାୟତିରାଜ ପ୍ରତିନିଧିମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ ଭେଟି ।
୪-ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ରାଜ୍ୟର ପ୍ରତି ଭାଗବତ ଟୁଙ୍ଗୀକୁ ମିଳିବ ୫୦ ହଜାର ଟଙ୍କା ଲେଖାଏଁ ସହାୟତା।
୫-ନନ୍ଦନକାନନ: ପ୍ରାଣୀ ଉଦ୍ୟାନକୁ ଆସିବେ ୪ ପ୍ରଜାତିର ୧୬ ଜନ୍ତୁ, ପ୍ରତିବଦଳରେ ଯିବେ ୩୫ ଜନ୍ତୁ।
୬-ବିଜ୍ଞପ୍ତି ଜାରି ହେଲା, ଆଶ୍ୱସ୍ତି ଆଣିଲା....CAA ଲାଗୁ ପରେ ଓଡ଼ିଶାରେ ଥିବା ଶରଣାର୍ଥୀ ଖୁସି।
୭-ଓଡ଼ଗାଁ: ସର୍ବଭାରତୀୟ ଦୀକ୍ଷାନ୍ତ ସମାରୋହ; ରାଷ୍ଟ୍ରପତିଙ୍କ ଠାରୁ ପୁରସ୍କାର ପାଇଲେ କୁରାଳର ମିନୁ।
୮-ଓଡ଼ିଶାରେ ପୂରଣ ହେବେ ୨୦୦୦ ରୁ ଅଧିକ TGT ଶିକ୍ଷକ।ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ OSSSC ର ଅଫିସିଆଲ୍ ୱେବ୍‌ସାଇଟ୍ www.osssc.gov.in କୁ ଯାଇ ଅନ୍‌ଲାଇନ୍ ଆବେଦନ କରିପାରିବେ
୯-ଆଜି ମହାପ୍ରଭୁଂକ ବନକଲାଗି ନୀତି, ସନ୍ଧ୍ୟା ୬ରୁ ରାତି ୯ ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ।
୧୦-ଟିଟିଲାଗଡ଼:କଏଦୀ ଫେରାର ଘଟଣା; ଜେଲ୍ କର୍ମଚାରୀ ନିଲମ୍ବିତ।
୧୧-ମାହାଙ୍ଗା,ଖନ୍ଦୋଳ:KYC ନାଆଁରେ ଅନନ୍ତ ମହାରଣାଙ୍କ ଠାରୁ ଲୁଟିନେଲେ ୫ ଲକ୍ଷ।
୧୨-ସମ୍ବଲପୁର ଜାତୀୟ ରାଜପଥ ପ୍ରକଳ୍ପ ପାଇଁ ୩୭୪.୧୭ କୋଟି ମଞ୍ଜୁର।
୧୩-ପୁରୀ ଶ୍ରୀମନ୍ଦିର ସେବାୟତମାନଙ୍କ କଲ୍ୟାଣ ପାଇଁ ବିଭିନ୍ନ ଯୋଜନା ଘୋଷଣା କଲେ ମୁଖ୍ୟମନ୍ତ୍ରୀ: ସ୍ୱାସ୍ଥ୍ୟ ବୀମା ରାଶି ପରିମାଣ ୨ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି।
୧୪-କନିଷ୍ଠ ଶିକ୍ଷକ ଚୟନରେ ଅନିୟମିତତା ମାମଲା: ଓସେପାର ମେଧା ତାଲିକା ରଦ୍ଦ କଲେ ହାଇକୋର୍ଟ।
୧୫-ସଫେଇ କର୍ମଚାରୀଙ୍କୁ ୩ ଦିନ ସମୟ ମାଗିଲା ବିଏମସି; ଲିଖିତ ପ୍ରତିଶ୍ରୁତି ଦାବିରେ ଆନ୍ଦୋଳନକାରୀ।
୧୬-ହରିୟାଣାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନାୟବ ସିଂହ ସାଇନି।
୧୭-କଂଗ୍ରେସର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି: ୪୩ ପ୍ରାର୍ଥୀଙ୍କ ମଧ୍ୟରେ ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ କମଲନାଥଙ୍କ ପୁଅ।
୧୮-କାମଦେଲା ସୁପ୍ରିମ ଛାଟ, ୨୪ ଘଣ୍ଟାରେ ନିର୍ବାଚନୀ ବଣ୍ଡ ତଥ୍ୟ ଦାଖଲ କଲା ଷ୍ଟେଟବ୍ୟାଙ୍କ।
୧୯-ତାମିଲନାଡୁ ସରକାର ଲାଗୁ କରିବେ ନାହିଁ ନାଗରିକତା ସଂଶୋଧନ ଆଇନ – ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍।
୨୦-ମରିସସରେ ମେଟ୍ରୋରେ ଯାତ୍ରା କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
୨୧-ପୋଖରାନରେ ପରାକ୍ରମ: ୩ ସେନାର ଶକ୍ତି ପ୍ରଦର୍ଶନ, ପରାକ୍ରମ ଦେଖିଲେ ପ୍ରଧାନମନ୍ତ୍ରୀ।