ଇସ୍ତଫା ଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୁଖ୍ୟ ପରାମର୍ଶଦାତା ବାଲକ୍ରିଷ୍ଣନ
ଭୟରେ_ଖସି_ପଳାଇଲେ_ବାଲକ୍ରିଷ୍ଣନ୍ ଅଣ୍ଟା ଭାଙ୍ଗିବା ଭୟରେ ଖସି ପଳାଇଗଲେ କି ପୂର୍ବତନ ଆଇଏଏସ ଆର. ବାଲକ୍ରିଷ୍ଣନ୍ I ବିଜେପି କ୍ଷମତାକୁ ଆସିବା ପରେ ରାତାରାତି ଇସ୍ତଫା ଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୁଖ୍ୟ ପରାମର୍ଶଦାତା I ବାଲକ୍ରିଷ୍ଣନଙ୍କୁ ଗୁରୁ ମାନୁଥିଲେ ଭୈରବ ପାଣ୍ଡିଆନ୍ ଓ ତାଙ୍କ ପତ୍ନୀ ସୁଜାତା .
What's Your Reaction?