ବଡ଼ ଧରଣର ମାଓ ଆକ୍ରମଣ, ୯ ଯବାନ ଶହୀଦ ଦେଶ-ବିଦେଶ

Jan 6, 2025 - 16:40
 0  103
ବଡ଼ ଧରଣର ମାଓ ଆକ୍ରମଣ, ୯ ଯବାନ ଶହୀଦ ଦେଶ-ବିଦେଶ

ବିଜାପୁର: ଛତିଶଗଡ଼ର ବିଜାପୁରରେ ସୁରକ୍ଷା ବାହିନୀଙ୍କ ଗାଡ଼ି ଉପରକୁ ମାଓବାଦୀମାନେ ଆକ୍ରମଣ କରିଛନ୍ତି। ଏଥିରେ ୮ ଜଣ ଯବାନଙ୍କ ସହ ଜଣେ ଡ୍ରାଇଭର ଶହୀଦ ହୋଇଥିବା ଜଣାପଡ଼ିଛି।

କୁହାଯାଉଛି ଯେ, ସୁରକ୍ଷା ବାହିନୀଙ୍କ ଗାଡ଼ି ନିକଟରେ ଏକ ବିସ୍ଫୋରକ ବୋଝେଇ ଗାଡ଼ି ବିସ୍ଫୋରଣ କରାଯାଇଥିଲା, ଯେଉଁଥିପାଇଁ ଗାଡ଼ିଟି ଖଣ୍ଡ ଖଣ୍ଡ ହୋଇଯାଇଛି। ଡିଆରଜି ଯବାନ ମିଳିତ ଅପରେସନ ସାରି ଫେରିବା ସମୟରେ ଏହି ଆକ୍ରମଣ ହୋଇଛି। 

What's Your Reaction?

like

dislike

love

funny

angry

sad

wow