ସାଲିସ୍_କରି_ନାହିଁ_କି_କରିବି_ନାହିଁ: ଶ୍ରୀମୟୀ
ସାଲିସ୍_କରି_ନାହିଁ_କି_କରିବି_ନାହିଁ: ଶ୍ରୀମୟୀ
*????ସାଲିସ୍_କରି_ନାହିଁ_କି_କରିବି_ନାହିଁ: ଶ୍ରୀମୟୀ*
*????ବିଜେଡିରୁ ସସ୍ପେଣ୍ଡ ପରେ ସୋସିଆଲ ମିଡିଆରେ ଶ୍ରୀମୟୀଙ୍କ ପ୍ରତିକ୍ରିୟା*
*????‘ଆତ୍ମସମ୍ମାନ ଓ ସ୍ବାଭିମାନ ସହ ସାଲିସ୍ କରି ନାହିଁ କି କରିବି ନାହିଁ’*
*????‘ଏକ ବର୍ଷ ଧରି ଦଳରେ ନାହିଁ, ସଦସ୍ୟତା ନବୀକରଣ କରି ନାହିଁ’*
*????‘ସେ ଦଳ ମୋତେ ନିଲମ୍ବନ କରିବା, ଜଗତେ କେବଳ ଜନେ ହସିବେ’*
*????‘ଜଣେ ଅଣଓଡ଼ିଆଙ୍କ ପ୍ରରୋଚନାରେ ଓଡ଼ିଶାକୁ ଶାସନ କରୁଥିବା ନେତା ଜଣେ ଓଡ଼ିଆ ଝିଅର ସମ୍ମାନ ସହ ଖେଳିବା କେତେଦୂର ଠିକ୍ ବିଚାର କରନ୍ତୁ’*
What's Your Reaction?