ଲୋକଙ୍କ ଜୀବନ ସହିତ ଖେଳୁଛି ବୌଦ୍ଧ ସ୍ୱାସ୍ଥ୍ୟ ବିଭାଗ, ଦୀର୍ଘ ଦିନ ହେଲା ଅଚଳ ହୋଇ ପଡିଛି ALS ଆମ୍ବୁଲାନସ

Sep 21, 2025 - 22:09
 0  75
ଲୋକଙ୍କ ଜୀବନ ସହିତ ଖେଳୁଛି ବୌଦ୍ଧ ସ୍ୱାସ୍ଥ୍ୟ ବିଭାଗ, ଦୀର୍ଘ ଦିନ ହେଲା ଅଚଳ ହୋଇ ପଡିଛି ALS ଆମ୍ବୁଲାନସ

ଲୋକଙ୍କ ଜୀବନ ସହିତ ଖେଳୁଛି ବୌଦ୍ଧ ସ୍ୱାସ୍ଥ୍ୟ ବିଭାଗ, ଦୀର୍ଘ ଦିନ ହେଲା ଅଚଳ ହୋଇ ପଡିଛି ALS ଆମ୍ବୁଲାନସ

???? ବୌଦ୍ଧ ସ୍ୱାସ୍ଥ୍ୟ ବିଭାଗର ବିକଳ ଦୃଶ୍ୟ 

???? ଦୀର୍ଘ ଦିନ ହେଲା ଅଚଳ ହୋଇ ପଡିଛି ALS ଆମ୍ବୁଲାନସ

???? ମାତ୍ର ୧ ହଜାର ଟଙ୍କା ଖର୍ଚ କରି ପାରୁନାହିଁ ଜିଲା ସ୍ୱାସ୍ଥ୍ୟ ବିଭାଗ 

???? ଏହି ଜୀବନ ରକ୍ଷକ ALS ଆମ୍ବୁଲାନସ କୁ MCL ପକ୍ଷରୁ ଦିଆଯାଇଥିଲା 

???? ଏହି ଜୀବନ ରକ୍ଷକ ALS ଆମ୍ବୁଲାନସ ଅଭାବରୁ ଗଲାଣି ଅନେକ ଅମୁଲ୍ୟ ଜୀବନ 

???? ମାଗଣା ALS ଆମ୍ବୁଲାନସ ସେବା ପାଇବାରୁ ବଂଚିତ ହେଉଛନ୍ତି ଶହଶହ ଗରିବ ରୋଗୀ

???? ପଇସା ଦେଇ ମଧ୍ୟ ଏହି ସେବା ପାଇପାରୁନାହାନ୍ତି ଲୋକେ

???? ସବୁ ଜାଣି ନିରବ ରହିଛନ୍ତି ଜିଲା ପ୍ରଶାସନ ଓ ବୌଦ୍ଧ ସ୍ୱାସ୍ଥ୍ୟ ବିଭାଗ

???? କେତେ ଦିନ ଲୋକଙ୍କ ଜୀବନ ସହିତ ଖେଳ ଖେଳିବ ବୌଦ୍ଧ ସ୍ୱାସ୍ଥ୍ୟ ବିଭାଗ

What's Your Reaction?

like

dislike

love

funny

angry

sad

wow