ଭିଜିଲାନ୍ସ_ଜାଲରେ_ତହସିଲଦାର

ଭିଜିଲାନ୍ସ_ଜାଲରେ_ତହସିଲଦାର

Sep 23, 2025 - 18:16
 0  21
ଭିଜିଲାନ୍ସ_ଜାଲରେ_ତହସିଲଦାର
ତହସିଲଦାର

# *ଭିଜିଲାନ୍ସ_ଜାଲରେ_ତହସିଲଦାର* 

-କେନ୍ଦ୍ରାପଡ଼ା: ଭିଜିଲାନ୍ସ ଜାଲରେ ମହାକାଳପଡ଼ା ତହସିଲଦାର

-ମହାକାଳପଡ଼ା ତହସିଲଦାର ଶିବ ପ୍ରସାଦ ମଲ୍ଲିକଙ୍କୁ ଧରିଲା ଭିଜିଲାନ୍ସ

-୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ିବସିଲା ଭିଜିଲାନ୍ସ

What's Your Reaction?

like

dislike

love

funny

angry

sad

wow