ସମଲେଇଙ୍କ ପାଇଁ ଏଣିକି ଓମ୍ଫେଡ୍ ଘିଅ
ସମଲେଇଙ୍କ ପାଇଁ ଏଣିକି ଓମ୍ଫେଡ୍ ଘିଅ
-ସମ୍ବଲପୁର: ମାଆ ସମଲେଇ ମନ୍ଦିରରେ ବ୍ୟବହାର ହେବ ଓମ୍ଫେଡ୍ ଘିଅ
-ଓମ୍ଫେଡ୍ ଘିଅ ବ୍ୟବହାର ନେଇ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ନିଷ୍ପତ୍ତି
-ଗର୍ଭଗୃହରେ ଅଖଣ୍ଡ ଦୀପ ଓ ମହାଆଳତୀ ପାଇଁ ବ୍ୟବହାର ହେବ ଓମ୍ଫେଡ୍ ଘିଅ
-ମନ୍ଦିରର ପବିତ୍ରତା ଓ ସେବାୟତଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ନିଷ୍ପତ୍ତି
What's Your Reaction?