ଆମେ ଏକା ଲଢିବୁ ଆଉ ଆମେ ଜିତିବୁ, ମେଣ୍ଟ ହେବନି - ମନମୋହନ ସାମଲ
ଭୁବନେଶ୍ୱର, (ସମ୍ଭବ ଟାଇମ୍ସ ) ଏକା ଲଢ଼ିବ ବିଜେପି ବୋଲି କହିଲେ ମନମୋହନ ସାମଲ। ରାଜ୍ୟ ବିଜେପି ସଭାପତିଙ୍କ ବଡ ବୟାନ। ଶୁଭେଚ୍ଛା, ସଦିଚ୍ଛାକୁ ନେଇ ସରକାର ଗଢ଼ିବ ବିଜେପି। ଓଡିଶାରେ ଏକା ଲଢ଼ିବ ବିଜେପି ବୋଲି କହିଛନ୍ତି ମନମୋହନ ସାମଲ। ଓଡିଆ ଲୋକ ନିର୍ବାଚନ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ମନମୋହନ ସାମଲ। ରାଜ୍ୟରେ ବିଜେପି ସରକାର ଗଢ଼ିବ ବୋଲି ମଧ୍ୟ କହିଛନ୍ତି। ଓଡିଶାର ଅସ୍ମିତାକୁ ନେଇ ନିର୍ବାଚନ ଲଢ଼ାଯିବ। ଲୋକଙ୍କର ଆଶୀର୍ବାଦରେ ସରକାର ଗଢ଼ିବୁ ବୋଲି କହିଛନ୍ତି ମନମୋହନ ସାମଲ।
ମେଣ୍ଟ ନେଇ ମନମୋହନ ସାମଲଙ୍କ ବଡ ପ୍ରତିକ୍ରିୟା । ଦିଲ୍ଲୀରୁ ଫେରିବା ପରେ ମେଣ୍ଟ ନେଇ ମତାମତ ଦେଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।
What's Your Reaction?